Back

ଅଠାସିଆ

Also : [ ଆଠମାସିଆ, ଆଠ ମାସିଆ ]




  1. Aṭhāsiā (ଦେ.ବିଣ.) - ଆଠମାସିଆ (ସନ୍ତାନ); ଯେଉଁ ପିଲା ଗର୍ଭଧାରଣର ୮ ମାସରେ ଜାତ ହୁଅନ୍ତି (ସାଧାରଣତଃ ଏପରି ପିଲା ଦୁର୍ବଳ ଓ ଅଳ୍ପାୟୁ ହୁଅନ୍ତି)  (child) Born in the eighth month of pregnancy.