Back

ଅଠିକଣା


  1. Aṭhikaṇā (ଦେ.ବିଣ.) - ଅନିର୍ଦ୍ଦିଷ୍ଟ Unsettled.

  2. ଅନିଶ୍ଚିତ Uncertain.

  3. ଅଡ଼ୁଆ; ଗୋଳମାଳିଆ; ଅସ୍ତବ୍ୟସ୍ତ Confused.

  4. ଅସ୍ଥିର Fickle.

  5. ଅଡଉଲ; ଅସୁନ୍ଦର; ଅଘଟଣ Ungraceful; unsymmetrical.

  6. ଅଶୃଙ୍ଖଳ Unmethodical; unsystematic.

  7. ଯାହାର ପତ୍ତା ମିଳି ନାହିଁ Untraced.