Back

ଅଠିଲ୍‌


  1. Aṭhil (ଦେ.ବିଣ.) - ଭୁରି; ଯଥେଷ୍ଟ ଅପେକ୍ଷା ବେଶି More than sufficient; more than enough.

  2. ଅତିରିକ୍ତ; ଅତ୍ୟଧିକ (ଭୋଜନ) Too much; excessive.

  3. ପୂର୍ଣ୍ଣ Full.

  4. ବଳୁଆ; ମଜଭୁତ Strong.

  5. ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ Fully satisfied. (ଯଥା - ଆମେ ଭୋଜୀ ଖାଇ ଖାଇ ଅଠିଲ୍ ହୋଇଗଲୁ)