Back

ଅଠିଲ

ସଂ:ଅଷ୍ଠୀଳା = ଗୋଲ ପଥର ଖଣ୍ଡ




  1. Aṭhila (ଦେ.ବି.) - କାଚର ନାନା ବର୍ଣ୍ଣର ଛୋଟ ମାଳାର ଦାନା (ଏହା ବେକରେ ମାଳି କରି ଗରିବ ସ୍ତ୍ରୀମାନେ ପିନ୍ଧନ୍ତି) Small coloured glass beads.

  2. କାଠର ଛୋଟ ଦାନାଯୁକ୍ତ ମାଳି Small wooden beads.