Back

ଅଡ଼ଙ୍ଗ

Also : [ ଅଢ଼ଙ୍ଗ, ଅଡଂ ]




  1. Aṟḍ̠aṅga (ଦେ.ବି.) - ଅଢ଼ଙ୍ଗ; ଛୋଟ ପିଣ୍ଡା A small veranda.

  2. ଖଣିଜ ଦ୍ରବ୍ୟର ଉତ୍ପତ୍ତି ସ୍ଥାନ ବା ସ୍ତର A vein of mineral.

  3. (ପ୍ରା.ବି. (ପୁରୀ) - ଲୁଣପୋକ୍ତାନି ହୋଇ ଠୁଳ କରାଯିବା ସ୍ଥାନ; ଆଡ଼ଙ୍ଗ Warehouse or mart where manufactured salt is stored.

  4. (ପ୍ରା.ବି./ବାଲେଶ୍ବର) -ଲୁଣ ତିଆରି ହେବା କେତେଗୁଡ଼ିଏ ସ୍ଥାନ ସମଷ୍ଟି; ଅଡ଼ଂ A group of places for manufacturing salt.

  5. (ଦେ.ବିଣ.) - ଅବାଧ୍ୟ; ଅମାନିଆଁ Unruly; impertinent.

  6. ଅଖାଡ଼ୁଆ  Foolhardy; queer.

  7. ଏକଜିଦିଆ Obstinate.