Back

ଅଡ଼ଙ୍ଗା


  1. Aṟḍ̠aṅgā (ଦେ.ବି.) - କଞ୍ଚା ଆମ୍ବକୁ କାଟି ଫାଳ ଫାଳ କରି ତେଲରେ ସିନ୍ତୁଳି ତହିଁରେ ବେଶର ଆଦି ମସଲା ଦେଇ ପ୍ରସ୍ତୁତ କରାଯିବା ଆଚାର  A kind of mango pickle.

  2. (ବୈ.ବି./ଫା) - କଳିକଜିଆ; ତକରାର Quarrel.

  3. (ଦେ.ବି./ହି) - କର୍ମରେ ବାଧା Obstruction.

  4. ଅଟକ Restraint.

  5. (ଦେ.ବିଣ.) - କିଛିଦିନ ରହଣିଆ ହୋଇ ଦୁର୍ଗନ୍ଧଯୁକ୍ତ ଓ ବିସ୍ୱାଦ ହୋଇଥିବା (ବସା ଦହି) Stale (curd); emitting an offensive smell.