Back

ଅକଣ୍ଟକ


  1. Akaṇṭaka (ସଂ. ବିଣ.) - ଯହିଁରେ କଣ୍ଟା ନାହିଁ; କଣ୍ଟକହୀନ; ନିଷ୍କଣ୍ଟକ Thornless. (ଯଥା—ଅକଣ୍ଟକ ବୃକ୍ଷ।) 

  2. ଶତ୍ରୁରହିତ Foeless, having no enemy. 

  3. ପ୍ରତିଦ୍ୱନ୍ଦିରହିତ Having no rival. 

  4. ନିର୍ବିଘ୍ନ Unobstructed.

  5. ନିରୁପଦ୍ରବ  Freefrom complications.