Back

ଅଡ଼ର୍‌ ବଡ଼ର୍‌


  1. Aṟḍ̠ar bardar (ଦେ.ବି.) -  (ଧ୍ୱନ୍ୟର୍ଥକ) ପ୍ରଳାପ; ବାଉଳଚାଉଳ କଥା; ଅସଂଯତ ଓ ଅସଂବନ୍ଧ ବହୁଜଳ୍ପନା; ଏଣୁତେଣୁ ଗୁଡ଼ାଏ ବକିବା Raving; incoherent talk.

  2. ଗୋଳମାଳ; ଘୋ ଘା  Ado; noise.

  3. (ଦେ.ବିଣ.) - ବାଉଳଚାଉଳ (ବାଉଳିଚାଉଳି, ବାଉଳାଚାଉଳା); ପ୍ରଳାପ କରୁଥିବା Raving.

  4. ଗୋଳମାଳ କରୁଥିବା Noisy.