Back

ଅଡ଼ାଅଡ଼ି


  1. Aṟḍ̠āaṟḍ̠i (ଦେ.ବି.) - ପରସ୍ପର ରୁଷାରୁଷି; ତେଢ଼ାତେଢ଼ି; ରଗାରଗି Mutual falling out or quarrelling.

  2. ପରସ୍ପର ଠେଲାଠେଲି Mutual pushing.

  3. ବହୁ ପଶୁଙ୍କୁ ଅଡ଼ାଇ ନେବା Act of driving many beasts.

  4. (ଦେ.ବିଣ.) - ପରସ୍ପର ଠେଲାଠେଲି ହେଉଥିବା  Pushing each other.