Back

ଅକଣ୍ଟା

Also [ ଅକଣ୍ଟ, କଣ୍ଟକହୀନ ]




  1. Akaṇṭaka ସଂ. ବିଣ. (ବହୁବ୍ରୀହି; ଅ+କଣ୍ଟକ)। ଯହିଁରେ କଣ୍ଟା ନାହିଁ; କଣ୍ଟକହୀନ; ନିଷ୍କଣ୍ଟକ। Thornless. (ଯଥା—ଅକଣ୍ଟକ ବୃକ୍ଷ।) 

  2. ଶତ୍ରୁରହିତ Foeless, having no enemy.

  3. ପ୍ରତିଦ୍ୱନ୍ଦିରହିତ Having no rival. 

  4. ନିର୍ବିଘ୍ନ  Unobstructed. 

  5. ନିରୁପଦ୍ରବ  Freefrom complications.




  • (ଗ୍ରା)  ଅକଳିତ, ଅପରିମିତ Countless, Immeasurable. ଯଥା (ଅକଣ୍ଟା ପାଣି)