Back

ଅଡ଼ାବନ୍ଧ

Category : [ Measures ] 




  1. (ଦେ.ବି.) - ପାଞ୍ଚ ବା ସାତଶେଣିଆ ଚାଳ ଘରର ଓରାର ଯେଉଁ ଅଂଶ ଦୁଇଟି ଗୁଜ ମଧ୍ୟରେ ଥାଏ The portion of the cross-beam of a thatched house which lies between the two queen-posts. (ମାପ - ଅଡ଼ାବନ୍ଧ ୫ ହାତକୁ ଗୁଜ ୧।୧୬ ହାତ)