Back

ଅଡ଼ି


  1. Aṟḍ̠i (ଦେ.ବି.) - ଜିଦି; ହଟ; ଜିଗର Importunity.

  2. (ଧ୍ୱନ୍ୟର୍ଥକ) ଏଉଡ଼ି; ହାକୁଟି Belching.

  3. (ଦେ.ବିଣ.) - ଯେଉଁ ଦାନ ପଶାକାଠିରେ ସାଧାରଣତଃ ପଡ଼େ ନାହିଁ (a throw of the dice) Which is very difficult to get. (ଯଥା - ଅଡ଼ିପଟ)