Back

ଅଡ଼ୁଆତଡ଼ୁଆ


  1. Aṟḍ̠uātaṟḍ̠uā (ଦେ.ବିଣ.) - ସହଚର ଶବ୍ଦ ଯୋଜନାଦ୍ୱାରା ବହୁ ଅର୍ଥର ସୂଚନା ବିଶେଷ ଜଟିଳ (ବହୁ) Very complicated or confused (many).

  2. (ଦେ.ବି.) - ବିଶେଷ ଗୋଳମାଳ Much confusion; a great tangle.

  3. ବିବାଦ; ବିସମ୍ବାଦ Disputes and dissensions.

  4. ବିଶେଷ କଳି କଜିଆ Much quarrel.