Back

ଅଢ଼ା


  1. Aṟḍ̠ẖā (ଦେ.ବି.) - ଶସ୍ୟାଦି ମାପିବାର ପରିମାଣ ବିଶେଷ A standard measure or capacity for corn.

  2. ଶସ୍ୟାଦି ମାପିବାର ପାତ୍ର A metal pot for measuring corn.

  3. ଅଣକ; ଡଙ୍କା  A wooden spoon.

  4. (ଜ୍ୟୋତିଷ) ଜ୍ୟୋତିଷଗଣନା ମତରେ ଶନି ଚଳନ ଯୋଗୁଁ ପୃଥିବୀରେ ଜନ୍ମିବା ଶସ୍ୟାଦିର ପରିମାଣ Quantity of corn growing on the face of the earth as a result of a particular motion of the planet Saturn.