Back

ଅଣ ଆଖିଆ


  1. Aṇa ākhiā (ଦେ.ବିଣ.) - ଯାହାର ଆଖି ନାହିଁ; ଚକ୍ଷୁହୀନ; ଅନ୍ଧ Blind.

  2. ଯେଉଁ ନବଜାତ ବିରାଡ଼ି ଓ କୁକୁର ଛୁଆଙ୍କର ଆଖି ପତା ଖୋଲି ନ ଥାଏ  (young of cat and dog) Whose eyelids are still shut up.