Back

ଅକଥିତ


  1. Akathita (ସଂ.ବିଣ.) -  ଅନୁଚ୍ଚାରିତ Unuttered.

  2. ଯାହା ବୋଲାଯାଇ ନାହିଁ Unspoken. 

  3. ଯାହା ବର୍ଣ୍ଣିତ ହୋଇ ନାହିଁ Undescribed. 

  4. ଅନାଲୋଚିତ Undiscussed. 

  5. ଯାହା ପ୍ରସଙ୍ଗକ୍ରମେ ଉତ୍ଥାପିତ ହୋଇ ନାହିଁ Not mentioned.