Back

ଅଣାୟତ୍ତ

Also : [ ଅଣଆୟତ୍ତ, ଅଣାୟତ ]




  1. Aṇāyatta (ଗ୍ରା.ବିଣ) - ଅନାୟତ୍ତ; କ୍ଷମତାବହିର୍ଭୂତ; ଅଧିକାର ବହିର୍ଭୂତ Beyond one's control; not within one's power.

  2. ଉପାୟାନ୍ତର ହୀନ Resourceless.

  3. ଅସହାୟ Helpless.

  4. କ୍ଷମତାହୀନ; ଶକ୍ତିହୀନ; ଅଶକ୍ତ Powerless.

  5. ଅସାବଧାନ; ଗରହୁସିଆର୍ Careless; incautious.

  6. ପରାଧୀନ Subservient; dependents; subject to another.

  7. ଅବଶୀଭୂତ; ଯେ ଆୟତ୍ତାଧୀନ ହୁଏ ନାହିଁ Uncontrollable; unrestrained.

  8. (ଗ୍ରା.ବି.) - ପରାଧୀନତା Subserviency; dependency.

  9. ଅସାବଧାନତା Carelessness.

  10. ଶକ୍ତି ବା କ୍ଷମତା ଅଭାବ Want of power.

  11. ଅଧିକାରର ଅଭାବ Want of control.

  12. ଅସହାୟ ଅବସ୍ଥା Helpless condition.

  13. ଉପାୟାନ୍ତର ହୀନ; ଚାରା ନ ଥିବା ଅବସ୍ଥା Want of any other resources or alternative.