Back

ଅକଥ୍ୟ


  1. Akathya  (ସଂ.ବିଣ)  - କହିବାର ଅଯୋଗ୍ୟ; ଅଶ୍ଳୀଳ Indecent; obscene. 

  2. ନିନ୍ଦନୀୟ Reprehensible. 

  3. ଅନିର୍ବଚନୀୟ; କହିବାର ଅସାଧ୍ୟ Unspeakable. 

  4. ଅବର୍ଣ୍ଣନୀୟ Indescribable. 

  5. ଯାହା କହିବା ଅନୁଚିତ Unfit or improper to be spoken.