Back

ଅଣକ


  1. Aṇaka (ସଂ.ବିଣ.) ଘୃଣ୍ୟ; ହେୟ Despicable; contemptible.

  2. ନୀଚ Low; mean.

  3. ନଗଣ୍ୟ Insignificant.

  4. ମନ୍ଦ Bad; wretched.

  5. ଅତିକ୍ଷୁଦ୍ର Very small.




  • Aṇaka ଅଣକ (୨)




  1. (ସଂ.ବି.) - ପକ୍ଷିବିଶେଷ A kind of bird.

  2. (ସଂ. ଅଢକ)  ଡଙ୍କା (ଡଙ୍କି); ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ବ୍ୟବହୃତ ବେଣ୍ଟ ଲାଗିଥିବା ଷଢ଼େଇ  A wooden spoon; ladle.