Back

ଅଣକଘୋରା

Also : [ ଅଣକମରା ]




  1. Aṇakaghorā (ଦେ.ବିଣ.) - ଯେଉଁ ତିଅଣ ବା କ୍ଷୀରି ସିଝିବା ସମୟରେ (ଡଙ୍କା) ଅଣକ ଦ୍ୱାରା ଉତ୍ତମ ରୂପେ ଘଣ୍ଟା ହୋଇଥାଏ (curry etc.) Well stirred with a ladle over the fire.