Back

ଅଣକଦଳିଆ

Also : [ ଅଣକଦଳୀ ] 



Category : [ Plant ]




  1. Aṇakadaḻiā (ଦେ.ବିଣ.) - ଯେଉଁ କଦଳୀ ଗଛର ପୁଆମାନ ପ୍ରତିବର୍ଷ ମୂଳରୁ ତଡ଼ା ହୋଇ ଅନ୍ୟ ସ୍ଥାନରେ ପୋତା ନ ହେବାରୁ, ତିନିବର୍ଷ ପରେ ପୁଆର ମୂଳ ହାଣ୍ଡିମାନ ଭୂମି ଉପରକୁ ଉଠିଯାଏ ଓ ଗଛମାନ ଛୋଟ ହୋଇ ଉକ୍ତ ଗଛରେ ଆଉ କଦଳୀ ଫଳେ ନାହିଁ  (plantain plants) Which become stunted and unproductive owing to want of annual transplantation.