Back

ଅଣକଧରା


  1. Aṇakadharā (ଦେ.ବିଣ.) - ଯେଉଁ ବ୍ୟକ୍ତି ପରିବେଶନ କରିବାପାଇଁ ଅଣକ ଧରେ (a person) Holding the ladle for serving food to others.



     [ ଦ୍ର ] ପୁରୀ ଜିଲ୍ଲାର ରାହାଙ୍ଗ ବ୍ରାହ୍ମଣ ଶାସନମାନଙ୍କର କୁଳୀନ ସାମନ୍ତମାନଙ୍କ ଭୋଜନ ସଭାରେ ଯେଉଁ କୁଳୀନ ବ୍ରାହ୍ମଣମାନେ (ଯଥା ଭଟ୍ଟ ମିଶ୍ରେ) ଅଣକ ଓ ହାଣ୍ଡି ଧରି ପରଷିବାରେ ଅଧିକାରୀ ଅଟନ୍ତି, ସେମାନଙ୍କୁ 'ଅଣକଧରା' ବା 'ହାଣ୍ଡିଧରା' ବୋଲି ଡକାଯାଏ।