Back

ଅଣଠାବ


  1. Aṇaṭhāba (ଗ୍ରା.ବି.) - ଅସ୍ଥାନ; ମନ୍ଦ ସ୍ଥାନ Bad or wretched place.

  2. ଅନୁପଯୁକ୍ତ ସ୍ଥାନ  Unfit place.

  3. ଅସୁବିଧାଜନକ ସ୍ଥାନ Inconvenient place.

  4. ଅପରିଚିତ ବା ଅଜ୍ଞାତ ସ୍ଥାନ Unknown or strange place.

  5. ଅଗମ୍ୟ ସ୍ଥାନ Unapproachable place.

  6. ଯେଉଁ ସ୍ଥାନକୁ କେହି ଯିବାଆସିବା କରନ୍ତି ନାହିଁ  Unfrequented place.