Back

ଅଣଠାବୁଆ


  1. Aṇaṭhābuā (ଗ୍ରା.ବିଣ.) - ଅସୁବିଧାଜନକ (ସ୍ଥାନ) Inconvenient (place).

  2. ଯେଉଁ ବ୍ୟକ୍ତି ଅସ୍ଥାନରେ ବିଚରଣ କରେ (person) Frequenting bad places.




  • ଅଣଠାବୋଈ (ସ୍ତ୍ରୀ)