Back

ଅଣଢଙ୍କା


  1. Aṇaḍhaṅkā (ଗ୍ରା.ବିଣ.) - ଅନାବୃତ Uncovered.

  2. (ପ୍ରାଦେ. (ପୁରୀ)) - ଅପରିପକ୍ୱ; ଦରପାଚିଲା; ଅର୍ଦ୍ଧପକ୍ୱ; ଯେଉଁ ଫଳ ପାଚିଲା ପରି ଦେଖାଯାଉଥାଏ, ଅଥଚ ସମ୍ପୂର୍ଣ୍ଣ ପାଚି ନ ଥାଏ  Not fully ripe (fruit).