Back

ଅଣଢଣିଆଁ

Also : [ ଅଣଢଣ, ଅଣଢଣୁଆଁ ]




  1. Aṇaḍhaṇiāñ (ଗ୍ରା.ବିଣ.) - ('ଣି' ଅକ୍ଷର ଯୋଗୁଁ ଶେଷ 'ଆ' ବର୍ଣ୍ଣର ଆନୁନାସିକ ଉଚ୍ଚାରଣ) ଭୋଜନାଭାବରୁ ଅତି ଶୀର୍ଣ୍ଣକାୟ (ବ୍ୟକ୍ତି) (person) Emaciated on account of fasting.

  2. ଅନଶନ ଯୋଗୁଁ କଙ୍କାଳାବିଶିଷ୍ଟ (ଦେହ) (body) Reduced to a skeleton owing to want of food.

  3. ଅସମାନ; ବନ୍ଧୁର; ଅସମତଳ Rough.

  4. ବହୁସ୍ଥାନରେ ବକ୍ର Bent at many places.