Back

ଅଣପାଟ


  1. Aṇapāṭa (ଗ୍ରା.ବିଣ.) - ଯେଉଁ ରାଜବଂଶରେ ପଟ୍ଟମହିଷୀ ବା ବିବାହିତା ରାଣୀଙ୍କ ଗର୍ଭଜାତ ସନ୍ତାନ କେହି ବିଦ୍ୟମାନ ନ ଥାନ୍ତି (a royal family) Having no legitimate issue left.

  2. ଅରାଜକ; ରାଜାହୀନ (ଦେଶ)  (a country) Having no king.