Back

ଅଣଫୁଟା

Also : [ ଅଣଫୁଟିଲା ]




  1. Aṇaphuṭā (ଗ୍ରା.ବିଣ.) - ଅଫୁଟା ଯେଉଁ ଫୁଲ ଫୁଟି ନାହିଁ; ଅପ୍ରସ୍ଫୁଟିତ Unblown; not yet having bloomed (flower).

  2. ଯେଉଁ ତିଅଣ ବଘରା ହୋଇ ନାହିଁ Unseasoned (curry).

  3. ଯେଉଁ ପାଣି ବା ଦୁଧ ନିଆଁ ଉପରେ ଟକଟକ ହୋଇ ଫୁଟିନାହିଁ Unboiled or unsimmering (water etc.).

  4. ଯେଉଁ ପାତ୍ର ଛିଦ୍ରଯୁକ୍ତ ନୁହେଁ (a pot) Having no hole.