Back

ଅଣବ୍ରତିଆ

Also : [ ଅଣବରତିଆ, ଅଣବରତୁଆ ] 




  1. Aṇabratiā (ଗ୍ରା.ବିଣ.) - ଯେଉଁ ଦ୍ୱିଜ ବାଳକର ଉପନୟନ ସଂସ୍କାର ହୋଇନାହିଁ (a Brahmin boy) Not yet initiated with the sacred thread.

  2. ଯେ ବ୍ରତଧାରୀ ନୁହେଁ; ଯେଉଁ ବ୍ୟକ୍ତି ବ୍ରତ ପାଳନ କରିନାହିଁ  A person who has not observed a religious fasting or vow.

  3. ଯେଉଁ ଅଣ୍ଡିରା ବାଛୁରି ଧରା ହୋଇନାହିଁ; ଅଧରା  Not yet castrated (calf).

  4. ଯେଉଁ ବାଛୁରୀ ଲଛା ହୋଇ ନାହିଁ ଅର୍ଥାତ୍ ଯାହା ଦେହରେ ତାତିଲା ଲୁହାର ଦାଗ କଟା ହୋଇନାହିଁ (a calf) Not yet seared with searing iron.