Back

ଅଣଭଣ

Also : [ ଅଣଭଣ, ଅଣବଣିଆଁ, ଅଣଭଣିଆଁ ]




  1. Aṇabaṇa (ଗ୍ରା.ବିଣ.) - ରଣଭଣ; ଅସ୍ତବ୍ୟସ୍ତ; ଇତସ୍ତତଃ, ବିକ୍ଷିପ୍ତ Scattered here and there.

  2. ଅସଂସ୍କୃତ; ଅମାର୍ଜିତ Unswept 

  3. ଅପରିଷ୍କୃତ Uncleansed.

  4. ଅସନା Untidy; dirty.

  5. ଅଳିଆ; ଆବର୍ଜନାମୟ Full of refuse.

  6. କୁତ୍ସିତ; କଦର୍ଯ୍ୟ Ugly.