Back

ଅଣସର ତାଟି


  1. Aṇasara tāṭi (ଦେ.ବି.) - ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିମାନ ଚିତ୍ର କରାଯାଉଥିବା ବେଳେ ତାଙ୍କ ଆଗରେ ରଖାଯାଇଥିବା ବାଉଁଶର ଚାଞ୍ଚଡ଼ା  Bamboo matting put in front of the idols at Puri when they are painted.



     [ ଦ୍ର ] ଏହି ସମୟରେ ଯାତ୍ରୀମାନେ ଜଗନ୍ନାଥ ଆଦିଙ୍କ ସାକ୍ଷାତ ଦର୍ଶନ ପାଆନ୍ତି ନାହିଁ, ଉକ୍ତ ଅଣସର ତାଟିକୁ ଦର୍ଶନ କରନ୍ତି।