Back

ଅଣା


  1. Aṇā (ଦେ.ବି.) - ଏକ ଟଙ୍କାର ଷୋଳ ଭାଗରୁ ଏକ ଭାଗ; ଚାରି ପଇସାର ସମଷ୍ଟି One anna; 1/16 of a rupee.

  2. କୌଣସି ପଦାର୍ଥର ଏକ ଷୋଡ଼ଶାଂଶ One sixteenth of any thing.

  3. (ବି.) - (ପ୍ରାଦେ./ଗଡ଼ଜାତ) ପୁରୁଣା ପାଣି ନାଳ ବାଟେ ପାଣି ଧାରକୁ ନ ନେଇ, ଅନ୍ୟ ବାଟେ ଧାର ବୁହାଇବା ପାଇଁ କରାଯିବା ନୂଆ ନାଳ ବା ପାଣିମାହାରା। A diversion channel.

  4. (ଦେ.ବିଣ.) - ଆନୀତ Brought; fetched.



 [ ଦ୍ର ] 1 ଅଣା = 1/16 ଟଙ୍କା = 4 ପଇସା = 8 ଅଧଲା = 12 ପାହୁଲା = 2 ଗଣ୍ଡା = 8 କଡ଼ା)