Back

ଅଣାଅଣି


  1. Aṇāaṇi (ଦେ.ବି.) - (ବହୁବଚନରେ ଦ୍ୱିପ୍ରୟୋଗ) ପରସ୍ପର ବା ପ୍ରତ୍ୟେକେ କଡ଼ ବାଗରେ ବା ଅଣେଇ ହୋଇ ଶୋଇବା Lying sidewise to each other.

  2. ଅନେକ ବସ୍ତୁ ଆଣିବାକର୍ମ Act of bringing many articles.