Back

ଅଣାଇଦେବା


  1. Aṇāidebā (ଦେ.କ୍ରି.) - ଆଣିଦେବାର ଣିଜନ୍ତ ପ୍ରୟୋଗ) ଅନ୍ୟଦ୍ୱାରା କୌଣସି ପଦାର୍ଥକୁ ଆନୀତ କରିବା To cause a thing to be brought in or fetched.

  2. କୌଣସି ବସ୍ତୁ ବା ପାତ୍ରକୁ ଏକପାଖକୁ ଆଉଜାଇବା ବା ଢଳାଇବା ବା ବଙ୍କ କରିବା To cause a thing or pot to incline to a side.