Back

ଅଣାଇବା

Also : [ ଅଣେଇବା ]




  1. Aṇāibā (ଦେ.କ୍ରି.) - (ଆଣିବା କ୍ରିୟାର ଣିଜନ୍ତରୂପ) ଅନ୍ୟଦ୍ୱାରା ଆଣିବା କ୍ରିୟା କରାଇବା To cause to be brought or fetched.

  2. (ସକର୍ମକ) ମଗାଇବା; ଡକାଇବା To send for.

  3. କୌଣସି ବସ୍ତୁ ବା ପାତ୍ରକୁ ଏକ ପାଖକୁ ଢଳାଇବା ବା ତେରଛାଇବା To cause a thing or pot to incline.

  4. କଡ଼େଇ ହେବା; ଏକ ପାଖକୁ ଢଳିବା To lean to a side; to incline.

  5. (ଅକର୍ମକ) କଡ଼ମାଡ଼ି ଶୋଇବା To lie sidewise; to lie on the flanks.