Back

ଅଣାଇ ହେବା


  1. Aṇāi hebā (ଦେ.କ୍ରି.) - (ଅକର୍ମକ) ନିଜେ ଗୋଟାଏ ପାଖକୁ ଢଳିବା To incline to one side.

  2. ଏକ କଡ଼ ମାଡ଼ି ଶୋଇବା To lie on the flanks.