Back

ଅଣାବଣା


  1. Aṇābanā (ଦେ.ବି.) -  ବିଶୃଙ୍ଖଳା; ଗୋଳମାଳ Confusion.

  2. ବହୁପରିମାଣ Profusion.

  3. (ଦେ.ବିଣ.) - ବିଶୃଙ୍ଖଳ; ଗୋଳମାଳିଆ Confused.

  4. ଇତସ୍ତତଃ ବିକ୍ଷିପ୍ତ Strewn here and there.

  5. ଅପର୍ଯ୍ୟାପ୍ତ; ବହୁପରିମିତ Profuse; excessive.

  6. ବହୁ; ଅନେକ Much; many.

  7. (କ୍ରି.ବିଣ.) - ଅପର୍ଯ୍ୟାପ୍ତରୂପେ Profusely. (ଯଥା - ଏବର୍ଷ ଆମ୍ବ ଅଣାବଣା ଫଳିଛି।)

  8. ବିଶୃଙ୍ଖଳରୂପେ In a confused manner.