Back

ଅଣିମା


  1. Aṇimā  (ସଂ.ବି.) - ଅଣୁତା; ସୂକ୍ଷ୍ମତା Minuteness; fineness.

  2. କ୍ଷୁଦ୍ରତା Smallness.

  3. ଅଣୁ ପରି ହେବା ଅବସ୍ଥା Atomic condition.

  4. ଦେବତା ଓ ସିଦ୍ଧ ପୁରୁଷମାନଙ୍କର ଓ ଈଶ୍ୱରଙ୍କର ସାଧନା ଲବ୍ଧ ଅଷ୍ଟସିଦ୍ଧି ବା ଅଷ୍ଟୈଶ୍ୱର୍ଯ୍ୟ ମଧ୍ୟରୁ ଏକତମ। (ଏହି ସିଦ୍ଧି ବଳରେ ଏମାନେ ନିଜନିଜ ଶରୀରକୁ ଇଚ୍ଛାଅନୁସାରେ ଅଣୁପରି ଅତି ସୂକ୍ଷ୍ମ ଓ ଅଦୃଶ୍ୟ କରି ପାରନ୍ତି) One of the eight supreme or divine powers by virtue of which gods and perfect sages can reduce their bodies to atoms.