Back

ଅଣୁବ୍ରତ


  1. Aṇubrata (ସଂ.ବି.) ଜୈନମାନଙ୍କର ବାର ଗୋଟି ବ୍ରତ ବା ଓଷା  Name of the 12 small duties or vows amongst the Ja̲i̱na laymen.





 [ ଦ୍ର ]  ଜୈନମାନଙ୍କ ଶାସ୍ତ୍ର ଅନୁସାରେ ଏହା ଗୃହସ୍ଥ ଧର୍ମର ଏକ ଅଙ୍ଗ ଅଟେ। ଏହାର ୫ଟି ଭେଦ ଅଛି ଯଥା - ୧. ପ୍ରାଣାତିପାତ ବିରମଣ; ୨. ମୃଶାବାଦ ବିରମଣ; ୩. ଅଦତ୍ତନାଦ ବିରମଣ; ୪. ମୈଥୁନ ବିରମଣ ଓ ୫. ପରିଗ୍ରହ ବିରମଣ। ପାତଞ୍ଜଳି ଯୋଗଶାସ୍ତ୍ରରେ ଏହାକୁ ଯମ କହନ୍ତି।