Back

ଅଣୁମାତ୍ରେ


  1. Aṇumātre (ଦେ.କ୍ରି. ବିଣ.) ସାମାନ୍ୟ ପରିମାଣରେ In the slightest quantity.

  2. ସାମାନ୍ୟ ପ୍ରକାରେ In the slightest manner.

  3. ଟିକିଏ ମାତ୍ର In the least.