Back

ଅଣେ

Category : [ currency ]




  1. Aṇe (ଗ୍ରା.ବି.) - (ଅଣା ସଙ୍ଗେ ଏକସଂଖ୍ୟାବାଚକ ଏ ଯୁକ୍ତ ହୋଇ ବିକଳ୍ପରେ ଧାରଣ କରିବା ରୂପ; ଅନ୍ୟ ରୂପ ଅଣାଏ; ଏହିପରି ଟଙ୍କାଏ; ଟଙ୍କେ; ମସାଏ, ମସେ) ଅଣାଏ; ଏକ ଅଣା One anna. (ଯଥା - ଏ ବହି ଖଣ୍ଡିକର ଦାମ ଅଣେ।)

  2. ଏକ ଅଣା ମାତ୍ର One anna only. (ଯଥା - ମୋର ଅଣେ ଲୋଡ଼ା ଅଛି)