Back

ଅଣ୍ଟାଇବା

Also : [ ଅଣ୍ଟେଇବା ] 




  1. Āṇtāibā (ଦେ.କ୍ରି.) - କୌଣସି ବଳସାଧ୍ୟ କାମକୁ ଅଣ୍ଟା ଲଗାଇ ସମାଧାନ କରିବା To apply or employ one's waist to do a work requiring the use of force.

  2. ଶଗଡ଼ ଆଦିକୁ ଅଣ୍ଟା ଲଗାଇ ବଳପୂର୍ବକ ପେଲିବା To push a cart tightly with one's waist.

  3. ଶଗଡ଼ର ଦଣ୍ଡାକୁ ଧରି ଖୁବ୍ ଜୋରରେ ପଛଆଡ଼ୁ ଆଗକୁ ପେଲିବା To push a cart from behind by holding the daṇdā.

  4. ପେଚକସକୁ ପେଚର ମୁଣ୍ଡରେ ଥିବା ଘରାରେ ବସାଇ ବଳପ୍ରୟୋଗପୂର୍ବକ ବୁଲାଇବାଦ୍ୱାରା ପେଚକୁ ଭିତରକୁ ପୂରାଇବା To drive a screw into the wood with a screw-driver.

  5. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ବଳ ବା ସାହାଯ୍ୟ ଦେବା  To help a person.