Back

ଅଣ୍ଟା କସିବା

Also : [ ଅଣ୍ଟାକସା, ଅଣ୍ଟା ବାନ୍ଧିବା, ଅଣ୍ଟା ଭିଡ଼ିବା ]




  1. Aṇtā kasibā (ଦେ.କ୍ରି.) - କୌଣସି ବଳସାଧ୍ୟ କର୍ମ କରିବାକୁ ଉଦ୍ୟମ କରି ଅଣ୍ଟାରେ ଲୁଗା ଭିଡ଼ିବା To gird up one's loins to do a work.

  2. କୌଣସି କର୍ମ କରିବାକୁ ଉଦ୍ୟତ ବା ପ୍ରସ୍ତୁତ ହେବା To be prepared to do work.

  3. କୌଣସି କର୍ମ କରିବାକୁ ଦୃଢ଼ ପ୍ରତିଜ୍ଞା କରିବା To resolve or determine to do a thing.

  4. ଗମନୋଦ୍ୟତ ହେବା To be ready to start.