Back

ଅଣ୍ଟା ଦରାଣ୍ଡିବା


  1. Aṇtā darāndibā (ଦେ.କ୍ରି.) - କୌଣସି ବ୍ୟକ୍ତି ପିନ୍ଧିବା ଲୁଗାରେ ଅଣ୍ଟା ପାଖରେ କିଛି ଟଙ୍କା ପଇସା ଖୋସି କରି ଲୁଚାଇ ରଖୁଛି କି ନାହିଁ, ଏହା ଦେଖିବା ପାଇଁ ତା ଅଣ୍ଟା ଚାରି ପାଖରେ ପିନ୍ଧିଥିବା ଲୁଗାକୁ ଅଣ୍ଡାଳିବା ବା ଉଣ୍ଡିବା To search a person's waist-cloth to see if he has secreted some money there.