Back

ଅଣ୍ଟାଧରା

Also : [ ଅଣ୍ଟାବଥା, ଅଣ୍ଟାବ୍ୟଥା ]



Category :Disease ]




  1. Aṇtādharā (ଦେ.ବି.) - କଟିବାତ; (ଏଥିରେ ଅଣ୍ଟା ଅବଶ ହେବାରୁ ଲୋକ ଚଳିପାରେ ନାହିଁ) Lumbago.

  2. ଶୂଳବିଶେଷ (ଏ ରୋଗରେ ଅଣ୍ଟା ଭିତରେ ଛୁଞ୍ଚି ମାଇଲା ପରି ବେଦନା ଅନୁଭୂତ ହୁଏ) ପାର୍ଶ୍ୱଶୂଳ Renal colic.