Back

ଅଣ୍ଟାପାଣି


  1. Aṇtāpāni (ଦେ.ବି.) - ଅଣ୍ଟାଠାରୁ ତଳକୁ ଧୋଇବା Washing of one's body from the waist downwards.



 [ ଦ୍ର ] ଲୋକେ ୩ ପ୍ରକାର ଗାଧୁଆନ୍ତି - ୧. ମୁଣ୍ଡ ଧୋଇ ଗାଧୁଆନ୍ତି; ୨. ମୁଣ୍ଡ ନ ବୁଡ଼ାଇ ବେକଠାରୁ ତଳକୁ ଗାଧୁଆନ୍ତି; ୩. ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ାଇ ଗାଧୁଆନ୍ତି।