Back

ଅଣ୍ଟାପିଠି ଲାଗିଯିବା

Category : Disease ]




  1. Aṇṭāpithi lāgij̄ibā (ଦେ.ବି.) - ବହୁକାଳ ଏକ ସ୍ଥାନରେ ବସି ବା ଠିଆ ହୋଇ ରହିବା ବା ଅତ୍ୟଧିକ ପରିଶ୍ରମକରିବା ଯୋଗୁଁ କଟି ଓ ପୃଷ୍ଠରେ ବେଦନା ବା ଘୋଳ ଅନୁଭୂତି Feeling of pain in the back and waist on account of excessive labour in one posture for a long time.