Back

ଅଣ୍ଟା ବସିଯିବା

Category : Disease ]




  1. Aṇṭā basij̄ibā (ଦେ.ବି.) - ବାର୍ଦ୍ଧକ୍ୟ ବା ରୋଗ ଯୋଗୁଁ ବଳହାନି ଘଟିବା Becoming weak on account of old age or illness.

  2. ଅଣ୍ଟାରେ ଜଖମ ଥିବା ଯୋଗୁଁ କଠିନ ପରିଶ୍ରମ କରିବାକୁ ବା ବହୁ ଦୂର ଚାଲିବାକୁ ଅସମର୍ଥ ହେବା Becoming unable to labour hard or walk a long distance owing to a fractured waist.

  3. କୌଣସି ଗୁରୁତର ଆଘାତ (ଯଥା - ପ୍ରହାର ବା ଉଚ୍ଚରୁ ପଡ଼ିଯିବା) ଯୋଗୁଁ ଅଣ୍ଟାର ହାଡ଼ ଜଖମ ହେବା Fracture of the bone of the waist due to a serious blow or fall.

  4. ବାର୍ଦ୍ଧକ୍ୟ ବା ରୋଗଯୋଗୁଁ ବଳ କମିଯିବା; ଅଣ୍ଟା ବସି ଯିବା Becoming weak on account of old age or illness.



 [ ଦ୍ର ]  ଅଣ୍ଟା ବସି ଯାଇଥିବା ଘୋଡ଼ାଙ୍କୁ 'କମରୀ' ବୋଲାଯାଏ।