Back

ଅଣ୍ଟା ଭାଙ୍ଗିଯିବା

Category : Disease ]




  1. Aṇṭā bhāṅgij̄ibā (ଦେ.ବି.) କୌଣସି ଗୁରୁତର ଆଘାତ (ଯଥା - ପ୍ରହାର ବା ଉଚ୍ଚରୁ ପଡ଼ିଯିବା) ଯୋଗୁଁ ଅଣ୍ଟାର ହାଡ଼ ଜଖମ ହେବା Fracture of the bone of the waist due to a serious blow or fall.

  2. ବାର୍ଦ୍ଧକ୍ୟ ବା ରୋଗଯୋଗୁଁ ବଳ କମିଯିବା; ଅଣ୍ଟା ବସି ଯିବା Becoming weak on account of old age or illness.

  3. (ଦେ.ବିଣ.) ହତୋତ୍ସାହ ହେବା Becoming discouraged.

  4. ନିରାଶ ହେବା ବା ହତାଶ ହେବା Becoming hopeless or desperate.

  5. କୌଣସି ବିଶିଷ୍ଟ ବନ୍ଧୁ, ପରିଜନ ବା ସହାୟକଙ୍କ ବିଚ୍ଛେଦ ବା ମୃତ୍ୟୁ ଯୋଗୁଁ ମନରେ ଗୁରୁତର ଦୁଃଖ ଜନ୍ମିବା Great affliction due to the separation or death of a beloved or helping person. (ଯଥା - ଅର୍ଜନକାରୁଆ ପୁଅ ମରିବା ଦିନରୁ ତା ଅଣ୍ଟା ଭାଙ୍ଗିଗଲାଣି)