Back

ଅଣ୍ଟାଭିଡ଼ା


  1. Aṇṭābhiṟḍ̠ā (ଦେ.ବି.) - କୌଣସି ପରିଶ୍ରମସାଧ୍ୟ କର୍ମ କରିବା ପାଇଁ ପ୍ରସ୍ତୁତ ହେବା Being ready to do a difficult work.

  2. ପରିଶ୍ରମସାଧ୍ୟ କର୍ମ କରିବା ବା ବହୁ ଦୂର ପଥ ଚାଲିବା ପୂର୍ବରୁ ଅଣ୍ଟାରେ ଭିଡ଼ାଯିବା ଚାଦର A sheet tied round the waist to enable a person to labour hard or walk a long distance.

  3. (ଦେ.ବିଣ.) - (ଏଥିରେ ଅଣ୍ଟା ଉପରେ ଭିଡ଼ ପହଞ୍ଚିବାରୁ) ବହୁ ପରିଶ୍ରମସାଧ୍ୟ (କର୍ମ) (work) Requiring hard labour.